ହେ କୃଷ୍ଣ ! !
ତୁମସ୍ପର୍ଶ ରେକି ଯାଦୁ ଥିଲା!
ତୁମ ଚାହାଣିରେକିକୁହୁକଥିଲା ! !
ବାନ୍ଧିହୋଇଗଲା କୁବୁଜା
ତୁମପ୍ରେମର ଡୋରରେ I
ପ୍ରୀତି ର ଫଲ୍ଗୁତୁମ
ଧୋଇ ଦେଲାକୁବୁଜା ର
ଯୁଗ ଯୁଗାନ୍ତର ର ପାପ I
କୁବୁଜାସଜେଇଲା ତୁମକୁ
ଦେଇଆପଣା ପ୍ରୀତି ରଚନ୍ଦନ,
ପ୍ରେମର କଜ୍ଜ୍ୱଳ,ପ୍ରଣୟ ରପୁଷ୍ପ ହାର ,
ନିର୍ମଳଆତ୍ମା ର ସୁବାସ ରେ
ଆଚ୍ଛାଦିତ କଲାତୁମକୁ,
ପ୍ରତିଦାନେ ତୁମେ ଦେଲ,
ପ୍ରେମର ଅମୃତ ପରଶ,
କୁବୁଜା ହେଲା
ନଶ୍ୱର ରୁ ଅବିନଶ୍ଵର,
ନିତ୍ୟ ରୁ ଅନିତ୍ୟ,
ଅସୁନ୍ଦର ରୁ ଅନିନ୍ଦ୍ୟ ! ! ! ! !
ହେକୃଷ୍ଣ
ନାହିଁପଟାନ୍ତର
ତୁମ ଭଲପାଇବାର ! !
Leave a Reply