ଆଲ୍ଲାଦୀନର ମନ୍ତ୍ର
ପ୍ରାଚୀରଘେରାବନ୍ଦୀଶାଳା ରେ
ମୁଁ ବସିଥିଲିଏକୁଟିଆ
ଖୋଜୁଥିଲିରାସ୍ତାଟିଏ
ଦେଖିବାକୁଦିନର ଆଲୋକ
ରୁଦ୍ଧଶ୍ଵସଆତ୍ମା ମୋର
ଖୋଜୁଥିଲାରାହାଟିଏI
କର୍ଣ ଗହ୍ଵର ରେକେହିଜଣେ
ମନ୍ତ୍ରଟିଏଫୁଙ୍କି ଦେଲା
ଆଲ୍ଲାଦୀନ ର ପ୍ରଦୀପଭଳି
ଶକ୍ତିଶାଳୀସେମନ୍ତ୍ର I
କହିଲାସେ
କେମିତି ଲଙ୍ଘିବାକୁ ହୁଏ
ଅଲଙ୍ଘ୍ୟପାଚେରୀ ,
ମନ ମଧ୍ୟେକରିଶକ୍ତି ଏକତ୍ରିତ
ଧାଇଁବାକୁ ହୁଏ
ପ୍ରାଚୀରମଧ୍ୟଦେଇ
ହାରିପଟ୍ଟର ଭଳି,
ନିଜକୁ କରି ଶକ୍ତିରେରୂପାନ୍ତରିତ,
କ୍ଷଣମଧ୍ୟେଭ୍ରମିହୁଏ
ସାରା ବିଶ୍ଵ
ପଲକମଧ୍ୟେପହଞ୍ଚିଯାଇ ହୁଏ
ଈଶ୍ଵରଙ୍କ ପାଶେI
Leave a Reply