ରାଁଡି
ଗଜାନନ ମିଶ୍ର
ମହାରାନୀ ହେଟା,
କାଁ ହେଲା ଜେ ଚୁଛାକେ
ବଲୁଛ ରାଁଡି ହେତାକେ!
ଲାଖେଟା ଘଏତା ଜାହାର
କେଁଟା ଉନା ହେତାର!
ଚୁଛାଘରେ ବେଛୁ
ପସଉଛେ ହେଟା!
ମିଛମାୟା ଭିତରେ
ଧଁଦାଲି ଦଉଛେ ସଭକୁ
ଆରୁ ନଉଛେ ମଜା।
ଜମାଜାକ ଜେନ ଜଉଛେ
ଜଉ ବୁଆ ହେତାରନିକେ
ଆମର ଲଟକେଇ ହେଇ
ହୁରଗୁନି ହେବାର ନେଇଁ ନ!
ପୁର ପୁରକେ ଚୁଛାଥି
ଜୟ ଜୟ କରୁଥଉ,
କୁକୁର ବିଲେଇ ମାକଡ
ହେତାର ଘରେ ପସୁଥଉନ!
କହେବାର ନେଇଁ ନ କିଛୁ।
ତପୋବନ,ଟିଟିଲାଗଡ,ବଲାଙ୍ଗିର
20/9/2019
Leave a Reply