ଖୁଜଲେ ହେଲା
ଗଜାନନ ମିଶ୍ର
ଖୁଜଲେ ମିଲବା ଗୁରଦୁ
ଖୁଜବ କାଣା କେତେବେଲେ
ଜାନିପାରଲେ ହେଲା।
ଉଡି ପାରଲେ
କେତନି କେତେ
କେନକେନଆଡେ
ଗମି ହେବା
ମନ ହେଲେ ହେଲା।
କେଁ ଅଁତ ଅଛେ
କେନ କଥାର!
2
ଜାନବାରକେ ପଡବା
କାଣା ଖୁଜଲେ
କାଣା ମିଲବା।
ଆରୁ ମିଲଲେ
କରବାରକାଜେ ପଡବା
କେନ୍ତାକରି କାଣା।
ଜେନ ଜାନିପାରଲେ
ପତରବେଡା ବାଗିର
ଉଲଟାପୁଲଟା ସନାଘଟା
ସମିଆ ବରବାଦ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/9/2019
Did you enjoy the the artible “ସମିଆ ବରବାଦ Time Wasted” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply