ଗଲେଣି ସ୍ଵପ୍ନମାନେ
ଟୁକୁଡା ଟୁକୁଡା ହୋଇ
ଭାସିଳେଣି ମହାନଦୀ ଜଳେ
ତଥାପି ବସିଚି ମୁଁହି
ମହାନଦୀ କୂଳେ!
ହୁଏତ ଭାସମାନ ସ୍ବପ୍ନସବୁ
କେଉଁ ପାଲଟା ଜାହାଜ
ରେ ଭର୍ତିହୋଇ
ଗୋଟା ପରେ ଗୋଟା
ନାଚିବେ ଡେଇବେ
ମୋ ଆଖି ସାମ୍ନାରେ!
English Version
………………………….
All my dreams
Have been turned into pieces
And they have started floating
Across the Mahanadi river
Still I am sitting at the bank of the river
With the consummate hope that
All my dreams will be hoarded
And will come back to me
In a strange returning ship
Once again, they will sing
And dance before my eyes!
Copyright @poet,26 September,2019
Leave a Reply