ଯଦି କାହାକୁ
ମୁନ୍ଦାଏ ତୋରାଣି ଦେଇପାରୁନ
ଟିକେ ସାହାଯ୍ୟ କରିପାରୁନ
କେବେ ମିଥ୍ୟା ଗୁଜବ ସୃଷ୍ଟିକରି
କାହାର ଗୋଡ ଟାଣନା!
ପରିତ୍ୟାଗ କର କ୍ରୋଧ
ଇର୍ଷା, ପରଶ୍ରୀକାତରତା
ଆପଣାଅ ସୁନ୍ଦର, ନିସ୍ଵାର୍ଥପର ଜୀବନ
ହୁଅ ମୋ ମାର ଏକ ଆଦର୍ଶ ସନ୍ତାନ!
Copyright@ Poet,16 September,2019
Did you enjoy the the artible “ଜୀବନ ଦର୍ଶନ (Philosophy Of Life)” from Dillip K Swain on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply