ଜୁଆରିଆ ବେଳାଭୂଇଁ
ମନ-ମନ,
ଦେହ-ଦେହ
ଏକାକାର କରିବାର
ଉତ୍ତାପ ଯୋଗାଏ ।
ଏକୁଟିଆ ମଶାଣି ର
ଜୂଇ ନିଆଁ,
ଦରପୋଡା-
କାଠ ଓ ଅଙ୍ଗାର
ପ୍ରଣୟ ର ଅଙ୍ଗୀକାର ଦିଏ ।।
Did you enjoy the the artible “ବିରହ ର ବର୍ଣମାଳା: 05- ପ୍ରଣୟ ର ଅଙ୍ଗୀକାର” from Subhas Chandra Chakra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply