ତୁମକୁ ଖୋଜିବା ବେଳେ
ସ୍ତବ୍ଧ ମୋର
ତିନି କାଳ, ଚଉଦ ଭବନ-
ଷଡ ଋତୁ ବାସ୍ନା ଭିଜା
ଦେହ, ମନ, ପ୍ରାଣ ।
ତୁମ ରୂପ ଦିଶିଯାଏ
ଅଫୁଟା ଖଇ ତାତି ରେ
ଜଳୁଥିଲା ଏ ମନ ର
ଭଙ୍ଗା କାଚ, ଆଇନା ପିଠି ରେ-
ଶୀତ ରାତି ସପନ କୁ
ଏକା ଏକା ଦେଖିଥିବା
ନି8ସଙ୍ଗତା ବୁଢିଆଣୀ ଜାଲ
ବାନ୍ଧି ରଖି ଥିବା ଯେତେ
ରୂପା ଦିହ, ମାଈ କାକର ରେ ।।
Did you enjoy the the artible “ଖୋଜିବା ର ସେଇ କେତେ ଦିନ- 05(Khojiba Ra Sei Kete Dina/Odia Poem-05)” from Subhas Chandra Chakra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply