ଭୁକାଶୁସା ଉଡିସା
ଗଜାନନ ମିଶ୍ର
କହୁଥିଲା ମୋର ଜିଜିମା,
ଭାଗିଆଏଲୁଁରେ ପୁଓ
ବାଂଚିଗଲୁଁ।
ଉଚକିପୁଚକି ଦଉଥିଲେ
ହେଲକେ ଆମକେ।
କରବେ ସଭୁ ଅନିଏ
ଆରୁ ଖାପି ଦେବେ ତମକେ।
ତାରବୁହା ନେଇଁ ବାଂଚ,
ଦଜାଧରମ କିଛୁ ନେଇଁ ପ।
ହେ ଟୁରେକର୍ ନୁ
ଭାଗିଆଏଲାକେ
ମୁନୁସମାକର ହେଲ
ନେଇଁ ତ ଚାଟି ଜେଇ ଥିତ!
କଏଲଜା ଘିଚି ନେବାର ଲୋକ
ହେମାନେ ସଭେ
ଖଟପିଲାରନୁ ପେଟପିଲାତକ୍।
ତପୋବନ, ଟିଟିଲାଗଡ, ବଲାଙ୍ଗିର
17/10/2019
Did you enjoy the the artible “ହେମାନେ ସଭେ They Are All” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply