ସାସନ
ଗଜାନନ ମିଶ୍ର
ସକାଲୁ ଉଠୁଛ
ମଦ ବୁତଲ ଖୁଜୁଛ
ଢକ ଢକ ଢୁକୁଛ
ଗୁଟେ ଗୁଟେ
ସିଗାରେଟ ଫୁକୁଛ
ପଚରଉଛ ଔର ଠିକ୍ ହେ!
ହାଁ ଠିକ୍ ହେ ସୁନୁଛ
ଆରୁ ଫେର୍ ଢୁକୁଛ
ଆରୁ ଫୁକୁଛ!
ଆରୁ ଜେନ ଜେତେବେଲେ
ଠିକ୍ ନେଇଁ ଆଲମାଲ
ଦଉଛେ କହି ହେତାର
ଚେର ଘିଚିକରି
ଫିକେଇ କରୁଛ!
ବେଇମାନ ସବକେ ସବ,
ନିମକହାରାମ କହି
ଘୁସନା ଭି ଦଉଛ କରି
ସାଲା ନେଇଁ ପାରୁଛେ
ଚେରେଇ ଆରୁ ।
ଚାଲିଛେ ଏନ୍ତା
ରାବନ ଆରୁ କଂସର
ମିଶାମିଶି ସାସନ,
ମଦ ସିକାର ମିଲାପନ।
ମେଘ ବାଦଲ
କାଁ କରି ପାରୁଛେ ତମର?
ମାଏଟ ଭି ନେଇଁ ଦବୁଛେ!
ଦଲାଲ ଟାଉଟର ହୁବମ୍
ସନାଘଁଟା କାଦୋଚିଖଲ
ଘୁସରିଛେଲ କୁକୁରମାକଡ
ଗାଏ କୁଲିଆ କୁଇଲିକୁଆ,
ହେଲେ ସଭେ ଏକାମାଡେକେ
ଅଚାବୁହା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
7/5/2019 ଟ୍ରେନରେ
ପାନ୍ସକୁରା, ପଶ୍ଚିମବଙ୍ଗ
Leave a Reply