ମାଛ ଆଉ
ଗଜାନନ ମିଶ୍ର
ଆରେ ବାବା
ଏ ମାଛ ଆଉ କଇଁଛ
ଆସିଲେ କେଉଁଆଡୁ?
ନାଇଁ ପ୍ରଳୟ
ନାଇଁ ସକାଳ।
ନ ରହିଛି ନୁହେଁ,
ଆନନ୍ଦ ଆଉ ଆନନ୍ଦ,
ଏଠି ରହିଛି ସବୁ।
ରହିଛି ତଥାପି ମାଟି,
ତଳ ଉପର ବି ଖୁବ ସୁନ୍ଦର।
ତରଳ ନୁହଁ,
ନୁହଁ କଠିନ ବି।
ଅଳସ ହାତ ପାଇଁ
ଯାହା କଳଙ୍କ।
ଛୁଇଁ ଦେଲାମାତ୍ରେ
କେଉଁଆଡେ ଉଭାନ୍।
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/10/2019
Did you enjoy the the artible “ମାଛ ଓ Fish And” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply