ଭାଗିଛେ କେନଆଡେ
ଅଉଛେ ନେଇଁ
ହେ ମଉସୁମୀ!
ମଲା କି ହଜଲା
ଅତାପତା ନେଇଁ।
ଖୁଜଲାବେଲକେ ନେଇଁ,
ସହଜି ଆଏଲେ
କାଁ କରମା ଗୁସେଇଁ!
ଗଲାନ ବିଗଡି
ଘରଦୁଆର ବାଏର
ପଛକେ ଆସିକରି କହେଲେ
କେଁଥି ଲାଗସି
ମୁଇଁ ତୁମର ଆଏ।
Did you enjoy the the artible “ମଉସୁମୀ Monsoon” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply