ପଛରେ ଆଗରେ
ବାହାରେ ଭିତରେ
ପବନ ପବନ।
ପବନ ଖେଳ
ରୋମାଂଚକର।
ରାତିରେ ଆଉ ଦିନରେ
ସବୁବେଳେ ଖେଳରେ ଭୋଳ
ପାଣି, ଉପରୁ ତଳ
ତଳୁ ଉପର ।
ଦିଶୁଛି କେତେବେଳେ
ଦିଶୁ ନି ବି
ଆଉ କେତେବେଳେ।
ଆଲୋକ ନ ଅଛି, ନାଇଁ।
ତଳେ, ମାଟିରେ
ଅଛି ଯାହା
ଉପରେ, ଆକାଶରେ
ସେମିତି ତାହା।
ଆଉ ଏଠି ମୁଁ
ପ୍ରତିଟି ଶବ୍ଦରେ
ମାପୁଛି ଘଡଘଡି
ବିଜୁଳିର ଗତି
ଯୋଉଟାକୁ ଆଶ୍ରା କରି
ରହି ହୋଇଯିବ ବେଳ
ଆଉ କିଛି।
Did you enjoy the the artible “ପଛରେ ଆଗରେ” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply