କାଣା ହଉଛେ
ଗଜାନନ ମିଶ୍ର
ହଉଛେ କାଣା ସବୁ
ଜନା ନେଇଁ କାହାକେ!
ଅଛନ ଜେନ ମାନେ
ଅପନା ଅପନା ଭିତରେ ଟେଁଟେଇ
ମରୁଛନ୍ ହରମିଶା
ବୁଡେଇ ହୋସ୍।
ନେଇଁ ହେବାର କହି କିଛୁ,
ଡଁଗରତଲର ମାଏଲି
ଜାନି ନେଇଁ କିଛୁ,
ନେଇଁ ସେ ହେନ୍ତା।
ଆରୁ ଜାହାକେ ଜେନ୍ତା
ଅରସା ପିଠା ମାକଡ ବିହା
ନେଇଁ କହ ନ ବୁଆ
ଚାଲିଛେ ଅଚାବୁହା।
ତପୋବନ,ଟିଟିଲାଗଡ, ବଲାଙ୍ଗିର
2/10/2019
Did you enjoy the the artible “ନେଇଁ ସେ ହେନ୍ତା Not Like That” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply