ଯୋଗ୍ୟତା
ଗଜାନନ ମିଶ୍ର
କିଏ ହୋ ତୁମେ
ଖୋଜୁଛ ଏଇଟା!
ବୋତଲ ଆଉ
ଗାନ୍ଧୀଛାପର କମାଲ
ସବୁ ଜାଣିଛ ଆଉ
ଦୈଖାଉଛ ଆଉ ରାସ୍ତା।
ଧନ୍ୟ କହିବ
ସବୁ ପଛୁଆଲ।
ଠୁପେ ଲାଲି ବି ନାଇଁ,
ଖୁସି ଖୋଜୁଛି
ଆଉ ଖୁସି ବାଣ୍ଟୁଛି
ଗାଡଶୁଆ।
ବେଇମାନ କାହାଁକା
ଛୁରୀ ମାରୁଛି ପଛଘତିଆ।
କାନ ଆଖି ପାଟିର
କାମ ନାଇଁ କିଛି,
ଥାଅ କହିଲେ ଥ,
ବସ କହିଲେ ବସି ଥ
ହଲଚଲ ହେଲ ବଏଲେ ପୁତା
ସୁମରୁ ଥ ଇଷ୍ଟ ଦେବତା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
27/5/2019
Leave a Reply