ହରିଶଙ୍କର
ଗଜାନନ ମିଶ୍ର
ଅଛି ଏଇଠି କଣ?
ସିଧାସଳଖ ପ୍ରଶ୍ନ।
ଉତ୍ତର ସେମିତି
ଦେଇ ହେଉ ନି।
ଆଉ ବିନା ଉତ୍ତରରେ
ମୁଁ ଏ ଜାଗା ଛାଡି
ଯିବି ଆଉ କୁଆଡେ
ଭାବୁଛ କେମିତି!
ଗଛ ପାହାଡ ମାଙ୍କଡ
ପାଣି ଝରଣା ୟେ ସବୁ ବି
ରହିବ ସେଠି ସବୁଦିନ
ଭାବ ନା ଆଦୁ।
ତପୋବନ,ଟିଟିଲାଗଡ, ବଲାଙ୍ଗିର
27/9/2019
Did you enjoy the the artible “ଅଛି ଏଇଠି କଣ What Is Here” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply