Gitanjali- -Poem-19
କବିତା -୧୯
ତୁମେ ଯଦି ଆଜିନକୁହ କଥା
ହୃଦୟେ ଭରିନେଇଯେତେ ନୀରବତା
ସହିଯିବି ଯାବତୀୟ ବ୍ୟଥା
ରାତ୍ରିର ସ୍ଥିର ତାରକା ସମ
ଆପେକ୍ଷିବିଧୈର୍ଯ୍ୟଧରି
ନଇଁମୋର ମଥାi
ଆସିବଏକନିଶ୍ଚିତ ସକାଳ
କରି ତମସାଅପସାରଣ
ଆକାଶୁଁଫାଟି ଝରିବ ତୁମ ସ୍ୱର
ସୁନେଲି ଝରଣା ସମ
ତାପରେଶବ୍ଦତୁମ ପକ୍ଷମେଲି
ଯିବ ଉଡିଛାଡି ମୋ ହୃଦୟ ନୀଡ଼
ମୋ ମନ ବାଟିକାରପୁଷ୍ପ ଗହଳେ
ଝଙ୍କୃତହେବତୁମ ସଙ୍ଗୀତରସୁରl
Leave a Reply