ଚମତ୍କାର- -ଏ ଜୀବନ
ଜୀବନରାସ୍ତା ରେ
ବେଳେ ବେଳେ , ଜାଣି ଶୁଣି
ହଜାଇ ଦେବାକୁପଡେ
ପ୍ରିୟ ମଣିଷର ଠିକଣା ,
ସମ୍ପର୍କକୁ ଚୁପଚାପ
ପଛ ରେଛାଡି ଦେବାକୁ ହୁଏ,
ମନରଅଳିନ୍ଦ ରେ,
ଲୁଚେଇ ରଖିବାକୁହୁଏ,
ପ୍ରିୟସ୍ମୃତି (smruti) ସବୁ
ଅନ୍ତର ର କେଉଁଗହୀରରେ
ନିଶ୍ୱାସ ରୁନ୍ଧିହେଉ ଥିଲା ବେଳେ
ଜୀଇଁବାକୁହୁଏ, ଏକସୁଖୀ ଜୀବନ ,
ଆଖିର ଲୁହକୁଢ଼ୋକି ଦେଇ
ଓଠ ରେମାଖି ନେବାକୁ ପଡେମିଠା ହସ,
ସତେ , ଚମତ୍କାରଏଜୀବନ!
Leave a Reply