ଖେଳତୋର ଖେଳୁଥିବି
ଖେଳ ରଚିଲୁନାନାରଙ୍ଗେଭାବଗ୍ରାହୀ
ଖଳପ୍ରକୃତି ହିଂସ୍ରରାକ୍ଷସ କଲୁଧରାଶାୟୀ
ଖିରସାଗରେସହସ୍ରଫଣାଟେକିଯେ ଅନନ୍ତନାଗ
ଖୁସି ରେନିଦ୍ରାଯାଇଛୁତା କୋଳେ, ଜଗତନାଥ
ଖେଳାଉଛୁ ତୁ ସଭିଙ୍କୁ ତୋଇଛା ମତେ,
ଖେଳିବି ତୋ ଇଛାରେଯେତେକ୍ଷଣଥିବି ଏଜଗତେ
ଖୁସି ମୋର ଅପାର, ତୋ ହାତେଖେଳିବାର
ଖେଳୁଛି, ଖେଳୁଥିବି ତୋ ସାଥେ ବାରବାର I
ଭାରତୀ ନାୟକ
Leave a Reply